STORYMIRROR

Jogindra Panda

Inspirational

3  

Jogindra Panda

Inspirational

ପହିଲି ପରଶ

ପହିଲି ପରଶ

1 min
238


ପହିଲି ପରଶ ପହିଲା ପ୍ରବେଶ

ପ୍ରଥମ ପୀୟୁଶ ପଲ୍ଲବ ପ୍ରକାଶ ।

ପ୍ରତୀତ ପୂରୁବ ପ୍ରାଙ୍ଗଣେ ପ୍ରସ୍ତୁୁତ

ପୃୃୃୃଥ୍ବୀ ପ୍ରତିନିିଧି ପୁରୁଷ ପୌରୁଷ ।

ପରମ ପୁରାଣ ପୁୁରୁଷ ପ୍ରଧାନ 

ପ୍ରତ୍ଯୁ ତ୍ପନ୍ନମତିମୟତା ପ୍ରସୂନ ।

ପ୍ରାକ୍ ପ୍ରାରବ୍ଧାବଧି ପ୍ରମତ୍ତ ପ୍ରମାଣ 

ପ୍ରାୟୋଜିତ ପୁୁଂସବନୁ ପ୍ରକରଣ ।

ପୂୂର୍ବଜ ପିତୃପୁରୁଷ ପରିତ୍ରାଣ 

ପରହିିତେ ପ୍ରାଣ ପବନ ପ୍ରଦାନ। 

ପ୍ରଖର ପ୍ରକୃତି ପ୍ରଶାନ୍ତ ପ୍ରକାରେ 

ପରିପୂର୍ଣ୍ଣ ପାଠଶାଳା ପାରାବାରେ ।

ପ୍ରେମନିଧି ପାକଶାଳୁୁଁ ପରଷଣ

ପାନେ ପଲ୍ଲବିବ ପଲ୍ଲିଶ୍ରୀ ପୁଳିନ ।

          


Rate this content
Log in

Similar oriya poem from Inspirational