Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

4.0  

Pranati Jena

Inspirational Others

ପାର୍ବଣ

ପାର୍ବଣ

1 min
288


ଧରାର ମହକ କାଶତଣ୍ଡୀ ର ଶୁଭ୍ର ଅବକାଶ ରେ ଭୁରୁ, ଭୁରୁ ବାସ୍ନା,ଚନ୍ଦନ, ଅଗୁର ଭିଜା ଧରଣୀ ରେ ମାତୃ ଆବାହନୀ Il


ବର୍ଷାଭିଜା ଧରଣୀ ସଦ୍ୟସ୍ନାତା ପୁଲକିତ ହିଲ୍ଲୋଳ ର ଓଁ ସର୍ବ ମାଙ୍ଗଲ୍ୟ ରେ ପବିତ୍ର ଶୁଭ ଶଙ୍ଖର ତରଙ୍ଗ ସତେ ଯେପରି ମୃଦୁମୟ କରି ତୋଳେ ଏ ସବୁଜିମା ଭରା ଧରାକୁ Il

ଆହା ପାର୍ବଣର ମହ, ମହ ଅମୃତ ମଣୋହିରେ ସୃଷ୍ଟିର ନୂତନତାର ନବ ସଂସ୍କରଣ Il


Rate this content
Log in

Similar oriya poem from Inspirational