Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Pranati Jena

Inspirational Others


4.0  

Pranati Jena

Inspirational Others


ପାର୍ବଣ

ପାର୍ବଣ

1 min 246 1 min 246

ଧରାର ମହକ କାଶତଣ୍ଡୀ ର ଶୁଭ୍ର ଅବକାଶ ରେ ଭୁରୁ, ଭୁରୁ ବାସ୍ନା,ଚନ୍ଦନ, ଅଗୁର ଭିଜା ଧରଣୀ ରେ ମାତୃ ଆବାହନୀ Il


ବର୍ଷାଭିଜା ଧରଣୀ ସଦ୍ୟସ୍ନାତା ପୁଲକିତ ହିଲ୍ଲୋଳ ର ଓଁ ସର୍ବ ମାଙ୍ଗଲ୍ୟ ରେ ପବିତ୍ର ଶୁଭ ଶଙ୍ଖର ତରଙ୍ଗ ସତେ ଯେପରି ମୃଦୁମୟ କରି ତୋଳେ ଏ ସବୁଜିମା ଭରା ଧରାକୁ Il

ଆହା ପାର୍ବଣର ମହ, ମହ ଅମୃତ ମଣୋହିରେ ସୃଷ୍ଟିର ନୂତନତାର ନବ ସଂସ୍କରଣ Il


Rate this content
Log in

More oriya poem from Pranati Jena

Similar oriya poem from Inspirational