Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

2  

Santosh Pattnayak

Others

ଓଁ ନମଃ ଶିବାୟ

ଓଁ ନମଃ ଶିବାୟ

1 min
7.2K


ବିଷାଦର ଛାୟା ଘାରେ ମୋହମାୟା

   ଜ୍ଞାନ ଭ୍ରମେ ଭ୍ରମ ମତି

 ଆଶାର ଅସରା କରମେ ଅଧୁରା

    ହୃଦୟଟା ହୁଏ ଧନ୍ଦି....

ଦିଅହେ ଆଶିଷ ଆହେ ଆଶୁତୋଷ 

   ମାୟାମୋହ ହେଉ ଶେଷ

 ସମର୍ପଣ ଭାବ ଦିଅ ଆହେ ଶିବ

    ମହାପାପ ହେଉ ନାଶ....

କ୍ଷମାର ସାଗର ହେ ଭୋଳାଶଙ୍କର

    ଅନ୍ତର ଦୁର୍ଦ୍ଦଶା ନାଶ

 ତୁମ୍ଭ କୃପା ସଦା ହେଉ ଥାଉ ସାହା

   ମନରେ ଭର ସାହସ.....


Rate this content
Log in