Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BANITA SAHU

Inspirational Others

3  

BANITA SAHU

Inspirational Others

ନୂତନ ବର୍ଷ ପାଇଁ ମୋ ସଂକଳ୍ପ

ନୂତନ ବର୍ଷ ପାଇଁ ମୋ ସଂକଳ୍ପ

1 min
490


ଆସିଲାଣି ନୂଆ ବରଷ

ଭରିଦେଉ ମୋ ମନେ ହସ ।

ହଜିଯାଉ ମସସ୍ତଙ୍କ ଦୁଃଖ

ମିଳିଯାଉ ଖୁସିର ସୁଖ ।

ନରହୁ ମନରେ ଘୃଣା ଅଂହଭାବ

ଝରିଯାଉ ସ୍ନେହ ପ୍ରିତିର ପ୍ରେମ ।

ସଂକଳ୍ପ ରହୁ କିଛି କରିବାର ଆଶା

ପୂରଣ ହେଉ ଦୁଃଖି ରଙ୍କିଙ୍କ ମନର ଇଚ୍ଛା ।

ଠାକୁରଙ୍କ ଠାରେ ମୋର ଏତିକି ପ୍ରାର୍ଥନା

ନବ ବର୍ଷଟି ଆନନ୍ଦେ କଟୁ ଏହା ମୋ କାମନା ।


Rate this content
Log in

Similar oriya poem from Inspirational