Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Reeta aparajeeta Mohanty

Others

4.5  

Reeta aparajeeta Mohanty

Others

ନୂଆ ବର୍ଷର ସଙ୍କଳ୍ପ

ନୂଆ ବର୍ଷର ସଙ୍କଳ୍ପ

1 min
115


ଏଇ ନୂଆ ବର୍ଷ

ସମସ୍ତଙ୍କ ମନରେ ନୂଆ ଉର୍ଜା ଭରୁ ।

ଅନେକ ଆଶା ଅନେକ ସଂକଳ୍ପ ଅଛି

ମୋ ମନରେ।

ସବୁରି ହତାଶ ମନରେ

କ୍ଷୀଣ ହସର ରେଖା ହେବି

ଗରିବ ଦୁଃଖୀ ଜୀବନରେ

ଟିକେ ଭରସା ଦେବାକୁ ଛୋଟ ଇଚ୍ଛା।

ବାପା ବୋଉଙ୍କ ଆଖିର ତାରା ହେବାକୁ ଇଚ୍ଛା।

ଭଲ ଲେଖକ ହେବା ଡ ଭଲ କଥା

ହେଲେ ମୁଁ ସବୁବେଳେ ଭଲ ମଣିଷ ହେବାକୁ ଚାହେଁ।

ମୁଁ ଯେମିତି ଅଛି ସବୁବେଳେ ସେମିତି ରହିବାକୁ ଚାହେଁ।

ସବୁବେଳେ ଟିକେ ଜାଗା ଖୋଜେ ମୋ ପାଠକଙ୍କ ହୃଦୟରେ

ଜଗତର ନାଥ ଜଗନ୍ନାଥ କରୁଣାର ରେଣୁ ଢାଳିଦିଆ ମୋ ଉପରେ।

ଟିକେ ଦେଖ ଆଡ଼ ଆଖିରେ ।ତୁମ ବାଙ୍କ ଚାହାଣୀରେ।



Rate this content
Log in