Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradesh Pratyush

Inspirational

4  

Pradesh Pratyush

Inspirational

ନୂଆ ବର୍ଷ

ନୂଆ ବର୍ଷ

1 min
216


ସୁନେଲି କିରଣ ବିଞ୍ଚି ବିଞ୍ଚି ଆସି

ତନୁୁୁୁ ମନ କରେ ଚଳ ଚଞ୍ଚଳ

ନୂଆ ବର୍ଷ ଆସିଛି ବୋଲି

ଦେଖ ଚାରିିିଆଡେ ଖୁସିର ଜୁଆର ।


କେତେ ଆଶା ନେଇ ଆସିଛି ବର୍ଷ

ସଭିଙ୍କୁ କରେ ଉଲ୍ଲସିତ

କେତେ ବିଶ୍ଵାସରେ ହୃଦୟ ଜିଣୁଛି

ଦେବନି ସେ ଦୁଃଖ ସନ୍ତାପ ।


ଗଲା ବର୍ଷର କରୋନା ପ୍ରକୋପ

କେବେ କିଏ ପାଶୋରିବ

କେମିତି ବିତିଲା ସେ ମର୍ମନ୍ତୁଦ ଦିନ

ଭାବିଲେ ଲାଗେ ଅଜବ ।


 ଶୁଭମୟ ହେଉ

ଖୁସିରେ ବିତୁ ଦିନ

ଏଇ ଦିନ ମାସ ବର୍ଷ

 ପ୍ରୀତିମୟ ହେଉ

ଜୀବନ ହେଉ ସରସ ।


ଅଭିମାନର ଅନ୍ଧପୁଟୁଳି ଖୋଲି 

ଆସ ସଭିଏଁ ଏକାଠି ହୋଇବା

ବିପଦେ ଆପଦେ ହାତେ ହାତ ଧରି

ଆଗକୁ ଆଗକୁ ଚାଲିବା ।



Rate this content
Log in

Similar oriya poem from Inspirational