Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Dani

Others

3  

Bijay Dani

Others

ନନ୍ଦ ଘରେ ଶ୍ରୀଗୋବିନ୍ଦ

ନନ୍ଦ ଘରେ ଶ୍ରୀଗୋବିନ୍ଦ

1 min
175


ଆଜି ନନ୍ଦ ଘରେ ଶ୍ରୀଗୋବିନ୍ଦ 

       କେଡେ ସୁନ୍ଦର...

ଦେଖ ଆଜି ପ୍ରଭୁଙ୍କର ରୂପ ମନୋହର ।

ଯଶୋମତି ଆନନ୍ଦରେ.

       ଆଜି ବିଭୋର...

ଦେଖ ଆଜି ପ୍ରଭୁଙ୍କର ରୂପ ମନୋହର ।

ଗୋପୀ ଗୋପାଳ ମତ୍ତରେ.

      କରେ ନୃତ୍ୟ ଆସର...

ଦେଖ ଆଜି ପ୍ରଭୁଙ୍କର ରୂପ ମନୋହର ।

ବ୍ରହ୍ମା ମହେଶାଦି ଆସି.

     ପ୍ରବେଶ ନନ୍ଦ ଘରର...

ଦେଖ ଆଜି ପ୍ରଭୁଙ୍କର ରୂପ ମନୋହର ।

ଇନ୍ଦ୍ରାଦି ଦିଗପାଳେ ଯେ.

     ଯୋଡ଼ନ୍ତି ବେନି କର...

ଦେଖ ଆଜି ପ୍ରଭୁଙ୍କର ରୂପ ମନୋହର ।

ଭକ୍ତ ଗଣ ତୁଣ୍ଡେ ଆଜି.

      କୃଷ୍ଣ କୃଷ୍ଣ ଉଚ୍ଚାର...

ଦେଖ ଆଜି ପ୍ରଭୁଙ୍କର ରୂପ ମନୋହର ।

ପାପୀ ତାପୀ ତରିବେରେ.

     ଗାଇ ନାମ କୃଷ୍ଣର...

ଦେଖ ଆଜି ପ୍ରଭୁଙ୍କର ରୂପ ମନୋହର ।



Rate this content
Log in