Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract

3  

Satyanarayan Sahoo

Abstract

ନମୋ ନମଃ ବ୍ରହ୍ମ ଚାରିଣୀ

ନମୋ ନମଃ ବ୍ରହ୍ମ ଚାରିଣୀ

1 min
133



ନମୋ ନମଃ ଆଦିମ।ତ ଗୋ ବ୍ରହ୍ମ ଚାରିଣୀ

ନବ ରାତ୍ରୀ କାଳରେ ତୁ ପୂଜା ଥାଉ ଘେନି ।

ଦ୍ଵିତୀୟ ଦିବସରେ ମା' ତୋର ଆରାଧନା

ପୂର୍ଣ୍ଣ କରୁ ତୁହି ମା ଲୋ ଭକତ କାମନା ।

ଆଧ୍ୟାତ୍ମିକ ଚିନ୍ତନ ଉତ୍ତମ ଆସନ ରେ

ଅବସ୍ଥିତ ପରିବେଶ ଶାନ୍ତ ସ୍ନିଗ୍ଧ କୋଳେ ।

ଥାଇ ତୋର ପୂଜା ପାଠ ଯିଏ ବି କରନ୍ତି

ଅତି ଶୀଘ୍ର ନାଶି ଦେଉ ତାର ଭୟ ଭ୍ରାନ୍ତି ।

କମଣ୍ଡଳୁ , ଜପା ମାଳି କରେ ଧରି ଥାଉ

କଠିନ ତପସ୍ୟା ରେ ତୁ ରତ ରହି ଥାଉ ।

ଭକ୍ତି ନମସ୍କାର ଘେନ ମୋ ବ୍ରହ୍ମ ଚ।ରିଣୀ

ଦୁଃଖ,ଶୋକ , କୋହ , ହର କରଇ ଦୟିନୀ ।


Rate this content
Log in

Similar oriya poem from Abstract