Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryakanta parida

Romance Others

2  

Suryakanta parida

Romance Others

ନିଶ୍ଚଳ ହୃଦୟ

ନିଶ୍ଚଳ ହୃଦୟ

1 min
157


  

ରାତି ସରି ଯାଏ ସପ୍ନ ସରେନାହିଁ

  ତମକୁ ଦେଖିଲା ପରେ !

ଜହ୍ନ ଲୁଚି ଯାଏ ମେଘ ବଳ ୟରେ

   ତମେ ଚାଲିଗଲା ପରେ !

କୋଇଲି ଗାଏନି ବସନ୍ତରେ ଆଉ

  ତମ ଠିକଣା ବଦଳିଲା ପରେ !

ସ୍ମୃତି ସବୁ ଯେତେ ଇନ୍ଦ୍ରଧନୁ ସାଜେ

  ମୋ ହୃଦୟ ଆକାଶ ରେ !

ନିଶ୍ଚଳ ଆଜି ମୋ ଦୃଦୟ ସାଗର

   ତମେ ଚାଲିଗଲା ପରେ !

ନୟନ ସାଜିଛି ମେଘ ମାଳ ଟିଏ

   ତମ ମିଛ ଅପେକ୍ଷାରେ ! 

    


Rate this content
Log in

Similar oriya poem from Romance