Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ନଚିକେତା

ନଚିକେତା

1 min
6.6K


#ନଚିକେତ ।

କାହାର ନୁହେଁ ମୁଁ ଅତୀତ,

ନା ବର୍ତ୍ତମାନ,

ନା ଅନିର୍ଦ୍ଧିଷ୍ଟ ଭବିଷ୍ୟତ,

ଆବହମାନ କାଳରୁ

ସମୁଦ୍ରକୂଳେ ଥିବା

ଭଙ୍ଗା ସିମେଣ୍ଟ ବେଞ୍ଚରେ ବସିଥିବା

ସବୁଠାରୁ ବୟୋଜ୍ୟେଷ୍ଠ

ବୃଦ୍ଧ,

ଲୋଭ,ମୋହ,ମାୟା

ସବୁ ତୁମର,

ତୁମେ ଆସିବ ଓ ଚାଲିଯିବ,

ମୁଁ କିନ୍ତୁ ସେମିତି ବସିଛି,

ବସି ଚାଲିଥିବି,

ଅଜେୟ,ଅମର,

ଅନ୍ତଃହୀନ,

ତମେ ଡାକିପାର ମତେ

ନଚିକେତା-------!


Rate this content
Log in