Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maitreyee Kamila

Others

3  

Maitreyee Kamila

Others

ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ

1 min
222



ଯୋଡ଼ା ଆଶ୍ୱିନ କୁ ପଞ୍ଚୁକ ଛ ଦିନ

ମହାପ୍ରଭୁଙ୍କ ଦୁର୍ଲଭ ବେଶ

ହୁଏ ଯେ ମଳ ତିଥି ର,

ସେହି ବେଶ ପୁଣି ବୀର ବେଶ, ପର୍ଶୁରାମ ବେଶ,

ଖୁଣ୍ଟିଆ ମେକାପ ସେବକ 

କରନ୍ତି ବେଶ ଜଜମାନି ର।

ଜଗନ୍ନାଥ ବଳଭଦ୍ର ସାଜନ୍ତି

ନାଗା ବେଶ

ଭକତ ଚାହିଁ ରହେ ଦେଖିବାକୁ ସେହି ଅପୂର୍ବ ରୂପ

ହାଣ୍ଡିଆ ଶିରସ୍ତାଣ କୁ

ଭଣ୍ଡିଫୁଲ,କଦମ୍ବ କାଠି

ପାଉକି , ଚନ୍ଦ୍ରହାର,

ବେଣୁ, ବଜ୍ର ଘଣ୍ଟି

ଆହା କି ସୁନ୍ଦର ଦିଶେ

ନାଗା ଫୁଲ ନାଗା ତାଟି।

ବେଶ ତୁମ ଅପରୂପ 

ଚୋରା ବାଙ୍କ ଚାହାଣି

ଆଜି ଏକ ଯୋଦ୍ଧା ରୂପେ

ଦେଖାଦିଅ ପୁଣି ।



Rate this content
Log in