ମୁଁ
ମୁଁ
ମୁଁ କାହିଁକି ଗଢିଲି
ଏ ସ୍ୱପ୍ନର ମହଲ,
ପୁଣି ସାଗର କୂଳରେ,
ଯେତେ ଢେଉ ଆସୁଚି,
ପ୍ରତିଥର ହରେଇବାର ଡ଼ର,
ମୁଁ ଲଢୁଚି ଲଢିବି।
ଶେଷ ନିଶ୍ୱାସ ଥିବା ଯାଏଁ।
ମୁଁ କାହିଁକି ଗଢିଲି
ଏ ସ୍ୱପ୍ନର ମହଲ,
ପୁଣି ସାଗର କୂଳରେ,
ଯେତେ ଢେଉ ଆସୁଚି,
ପ୍ରତିଥର ହରେଇବାର ଡ଼ର,
ମୁଁ ଲଢୁଚି ଲଢିବି।
ଶେଷ ନିଶ୍ୱାସ ଥିବା ଯାଏଁ।