Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Krishna Mishra

Classics


2  

Krishna Mishra

Classics


ମୁଁ ନାରୀ

ମୁଁ ନାରୀ

1 min 122 1 min 122


ମୁଁ ଅସ୍ତିତ୍ବ ର ଆଧାର,

ଶକ୍ତିଙ୍କ ଅବତାର,

ପ୍ରାଣୀର କାମୁକତା,

ଜ୍ଞାନୀର ସଂସାର।

'କାମ' ସ୍ବରୂପିଣୀ, ମୁଁ କାମିନୀ,

 ପୁଣି, ରାମଙ୍କ ଜନ୍ମ ଦାୟିନୀ

ପୁଣ୍ୟର ରୂପ ମୁଁ,

କରେ ପୋଉରୁଷର ବିସ୍ତାର

ମୁଁ ଅଗ୍ନି ସମ୍ଭୁତା, ହେଲେ

କୋଳ ମୋ ସ୍ଥାନ ବିଶ୍ରାମ ର।

ଶିବଙ୍କୁ ଶବ କରିପାରେ,

ସୃଷ୍ଟି କରିପାରେ ଶ୍ୟାମ,

ମୁଁ ଯେ ନାରୀ

ସ୍ବୟଂ ସମ୍ପୂର୍ଣ୍ଣ ।

   


Rate this content
Log in

More oriya poem from Krishna Mishra

Similar oriya poem from Classics