Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krishna Mishra

Classics

2  

Krishna Mishra

Classics

ମୁଁ ନାରୀ

ମୁଁ ନାରୀ

1 min
130



ମୁଁ ଅସ୍ତିତ୍ବ ର ଆଧାର,

ଶକ୍ତିଙ୍କ ଅବତାର,

ପ୍ରାଣୀର କାମୁକତା,

ଜ୍ଞାନୀର ସଂସାର।

'କାମ' ସ୍ବରୂପିଣୀ, ମୁଁ କାମିନୀ,

 ପୁଣି, ରାମଙ୍କ ଜନ୍ମ ଦାୟିନୀ

ପୁଣ୍ୟର ରୂପ ମୁଁ,

କରେ ପୋଉରୁଷର ବିସ୍ତାର

ମୁଁ ଅଗ୍ନି ସମ୍ଭୁତା, ହେଲେ

କୋଳ ମୋ ସ୍ଥାନ ବିଶ୍ରାମ ର।

ଶିବଙ୍କୁ ଶବ କରିପାରେ,

ସୃଷ୍ଟି କରିପାରେ ଶ୍ୟାମ,

ମୁଁ ଯେ ନାରୀ

ସ୍ବୟଂ ସମ୍ପୂର୍ଣ୍ଣ ।

   


Rate this content
Log in

Similar oriya poem from Classics