Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baijayantimala rout

Abstract

3  

baijayantimala rout

Abstract

ମୁଁ କୃଷକ

ମୁଁ କୃଷକ

1 min
11.6K


ଓଡିଶା ମାଟିରେ ଜନମ ମୋର 

କୃଷକ ଅଟଇ ନାମ ମୋହର ।

ମାଟି ଛାତି ଚିରି ଫଳାଏ ସୁନା

ଜୀବନର କଷ୍ଟ ଜମା କହେନା ।

ଖରା ବର୍ଷା ଶୀତ ସବୁ ମୁଁ ସହେ

ମାଟି ସାଥେ ମାଟି ହୋଇ ମୁଁ ରହେ ।

ଟାଙ୍ଗରା ଭୁଇଁରେ ଫଳାଏ ସୁନା

ଅନ୍ଯ ସୁଖ ଅଟେ ମୋର କାମନା।

ଛାତିର ଲୁହକୁ ଆଖିରେ ପିଏ

ଦୁଃଖ କଷ୍ଟ ସବୁ ମୁଁ ସହିଯାଏ ।

ସରଳ ଜୀବନ ମୁଁ କାଟୁଥାଏ

ସବୁରି ଭୋକକୁ ମୁହିଁ ମେଣ୍ଟାଏ ।

ମାଟି ମାଆର ମୁଁ ଅତି ନିଜର

ସୁଖ ଦୁଃଖ ବାଣ୍ଟେ ତାର ସାଥିର ।


Rate this content
Log in

Similar oriya poem from Abstract