Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shibanand Banchhor

Others

2  

Shibanand Banchhor

Others

ମୁକ୍ତି

ମୁକ୍ତି

1 min
1.6K


ମୁକ୍ତ ଗଗନର ମୁଁ ତ ମୁକ୍ତ ବିହଙ୍ଗ

ମୁକ୍ତି ପଥଗାମୀ ହୋଇ ଭ୍ରମଇ ଜଗତ

ମୁକ୍ତି ପ୍ରାପ୍ତି ପାଇଁ ଉଠେ ହୃଦୟେ ଉମଙ୍ଗ

ପ୍ରାପ୍ୟ କରିବାକୁ ମୁଁ ଯେ କରିଛି ଶପଥ ।।

ମାୟା ମୋହ ଶିକୁଳିରେ ବନ୍ଧା ମୁଁ ପଡ଼ିଛି

ଶିକୁଳିକୁ ଭାଙ୍ଗିବାକୁ ନାହିଁ ମୋ ଶକତି

ଅଦମ୍ୟ ଉଦ୍ୟମ ସଦା ତଥାପି ଚାଲିଛି

କେତେବେଳେ ଏହା ଯେ ଭାଙ୍ଗିବ ଝଟତି ।।


ଶିବାନନ୍ଦ ବନଛୋର

ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର


Rate this content
Log in