Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhalaxmi Nayak

Abstract

3  

Subhalaxmi Nayak

Abstract

ମୁଖା

ମୁଖା

1 min
193


ଅଳିକ ଏଇ ଜୀବନ କାଳରେ 

ଅହରହ ଯୁଦ୍ଧ ଚାଲିଥାଏ ମନ ମଧ୍ୟରେ 

ଅନେକ ପ୍ରଶ୍ନର ସମାହାର ଆନ୍ଦୋଳିତ କରେ 

ସୃଷ୍ଟି ହୁଏ ଗୋଲକଧନ୍ଦା! 

ପ୍ରଶ୍ନର ଉତ୍ତର ନ ପାଇ ହୁଏ ମନ ଅବସନ୍ନ

ହଁ, କିଛି ଉତ୍ତର ମିଳେ ଆପଣା ଛାଏଁ

କିଛି ରହିଯାଏ....

"କିନ୍ତୁ" ଉଦ୍ଧୃତ ହେବା ପରେ।


ମୁଖାର ସାହାଯ୍ୟ ଆବଶ୍ୟକ ହୁଏ

ଅଭିନୟ କରେ ଯେ ପ୍ରତି ମୂହୁର୍ତ୍ତରେ

ନୀଳ ବର୍ଣ୍ଣ ଧାରୀ ଶୃଗାଳ ଚତୁରକ

ମହାଧୂର୍ତ୍ତ ପଥେ ପଥେ ଅସଂଖ୍ୟ କଣ୍ଟକ

ସମୟର ଖେଳ ଦେଖ ଲୋ ବଉଳ!

ଯେତେ କୃତ କର୍ମ ଗୋଟି ପରେ ଗୋଟି

ଦିବାଲୋକେ ଧରା ପଡ଼ି ଯାଏ ନାକ କାଟି।


Rate this content
Log in

Similar oriya poem from Abstract