Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhalaxmi Nayak

Tragedy

3  

Subhalaxmi Nayak

Tragedy

ମୁଖା

ମୁଖା

1 min
138


ନାରୀ....ସେ ଜନ୍ମରୁ ଅଭିଶପ୍ତ

ମଣିଷଟିଏ ସିନା

ତାହା ପ୍ରତି ନୁହଁନ୍ତି କେହି ଅନୁରକ୍ତ।


ମନ ଅଶାନ୍ତ ଭାରାକ୍ରାନ୍ତ

ତଥାପି ମଧୁବୋଳା ବାକ୍ୟ ବଳେ

ଅଭିନୟ କରିବାକୁ ହୁଏ ନିରନ୍ତର

ଅନୁମତି ନାହିଁ ତାକୁ

ମନର କଥା ଖୋଲି କହିବାକୁ।


ବିଷାଦର ଛାୟା ସିନା ଅନ୍ତର୍ମନରେ 

ମୁଖମଣ୍ଡଳରେ ସଦା ଖୁସିର ମୁଖା ଧରେ।

ହୃଦୟର ସୀମାରେଖା ଡେଇଁ

ଅନ୍ତର୍ମନର ଜର୍ଜରିତ ପ୍ରଳାପ ପଢ଼ିବାକୁ

ନିଜର ବୋଲି ସେ କହିପାରେ ନାହିଁ କାହାରିକୁ।


ତୁଚ୍ଛା ଅଭିନୟ କରି

ମନ ଜିଣିବାକୁ ସମର୍ଥ ହୋଇଯାଏ

ଆନନ୍ଦର ମୁଖା ତଳେ

ବିଷର୍ଣ୍ଣତାର ଭାବ ଯେ ହଜିଯାଏ।


 


Rate this content
Log in

Similar oriya poem from Tragedy