Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Gangotri Priyadarshini

Romance


3  

Gangotri Priyadarshini

Romance


ମରମ ଜ୍ଵାଳା

ମରମ ଜ୍ଵାଳା

1 min 198 1 min 198


ନିର୍ଜନତା ମୋତେ ବ୍ୟାଧି ପରି ବାଧେ

ନିଃସଙ୍ଗ ବିହଙ୍ଗ ହୃଦୟ ସାନ୍ନିଧ୍ୟେ

ବ୍ୟାକୁଳ ପ୍ରାଣ ଏ ସମ୍ଭାବନା ଶୂନ୍ୟ

ଅପେକ୍ଷାରେ ଦେଖ ଅଛି ମୁଁ ମଉନ

କିବା ସାଧ୍ୟ ମୋର ମନ ଜିତିବାର

ତୁମ ପ୍ରୀତି ସୌଧ ନୁହେଁ ଭୁଲିବାର

ଏ ମରମ ଜ୍ଵାଳା କେ ପାରିବ ଜାଣି

ମନ ତଟିନୀ ଏ ବହୁଛି ଉଜାଣି

ଅନ୍ତଃ ନିବେଦନ କରିଥିଲି କ୍ଷୁର୍ଣ୍ଣ

ଦେଖି ଯାଅ ପ୍ରିୟ ହୋଇଛି ଶ୍ରୀହୀନ

ପ୍ରାଣ ପକ୍ଷୀ ଖୋଜେ ଅତି ଆକୁଳରେ

କ୍ଷଣେ ଉଭା ହୁଅ ମନ ଅଳିନ୍ଦରେ

ଭ୍ରମର ଗୋ ତୁମେ ମନ ପାରାବାର

ମିଳନ ଅଭୀପ୍ସା କର ହେ ସ୍ୱୀକାର




Rate this content
Log in

More oriya poem from Gangotri Priyadarshini

Similar oriya poem from Romance