Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Bhagyabanta Mahaling

Children


3  

Bhagyabanta Mahaling

Children


ମୋ ପିଲାଦିନ

ମୋ ପିଲାଦିନ

1 min 166 1 min 166

  ମାେ ପିଲା ଦିନ


  ମନେ ପଡ଼େ ଆଜି ସେହି ପିଲାଦିନ 

  ମନେ ପଡ଼େ ସ୍କୁଲ୍ କଥା

  ସବୁ କଥାକୁ ଭାଳି ଭାଳି ସତେ

  ଘୂରି ଯାଉଛି ଯେ ମଥା। 


  ଭୁଲି ହୁଏ ନାହିଁ ସେହି ପିଲାଦିନ

   ଅମୃତ ବେଳାର ଘଡ଼ି 

  ନଦି ପାଣି ପରି ଚାଲି ଯାଉଅଛି 

   ସମୟ ଯାଉଛି ଗଡ଼ି ,,,।


କାହିଁକି କେଜାଣି ଭାରି ମନେ ପଡେ

 ଅତୀତର ସେହି କଥା

  ହେ ସମୟ ତୁ ଚାଲି ଆ ପୁଣି 

   କାହିଁକି ଦଉଛୁ ବ୍ୟଥା,,,


 


Rate this content
Log in

More oriya poem from Bhagyabanta Mahaling

Similar oriya poem from Children