Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagyabanta Mahaling

Children

3  

Bhagyabanta Mahaling

Children

ମୋ ପିଲାଦିନ

ମୋ ପିଲାଦିନ

1 min
208


  ମାେ ପିଲା ଦିନ


  ମନେ ପଡ଼େ ଆଜି ସେହି ପିଲାଦିନ 

  ମନେ ପଡ଼େ ସ୍କୁଲ୍ କଥା

  ସବୁ କଥାକୁ ଭାଳି ଭାଳି ସତେ

  ଘୂରି ଯାଉଛି ଯେ ମଥା। 


  ଭୁଲି ହୁଏ ନାହିଁ ସେହି ପିଲାଦିନ

   ଅମୃତ ବେଳାର ଘଡ଼ି 

  ନଦି ପାଣି ପରି ଚାଲି ଯାଉଅଛି 

   ସମୟ ଯାଉଛି ଗଡ଼ି ,,,।


କାହିଁକି କେଜାଣି ଭାରି ମନେ ପଡେ

 ଅତୀତର ସେହି କଥା

  ହେ ସମୟ ତୁ ଚାଲି ଆ ପୁଣି 

   କାହିଁକି ଦଉଛୁ ବ୍ୟଥା,,,


 


Rate this content
Log in

Similar oriya poem from Children