Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maitreyee Kamila

Classics

4.0  

Maitreyee Kamila

Classics

ମୋ ଓଡିଶା

ମୋ ଓଡିଶା

1 min
242


ଯାହାର ପାଣିପବନରେ

ଗୌରବମୟ ଅତୀତ ଘେରିରହିଛି

ମନ୍ଦିର ଗାତ୍ର ରେ ପ୍ରସ୍ତର ମୂର୍ତ୍ତି ଚିର ଭାସ୍କର୍ଯ୍ୟମୟ

ଇତିହାସ ବୀରତ୍ତ୍ୱ ର ଗାଥା ଶୁଣାଏ

ନୀଳଚକ୍ର ନେତରେ

ସମର୍ପିତ ଏ ଜାତିର ଭାବ

ମାଟିର ମହକରେ ଭରିଛି

ଅପୂର୍ବ ପ୍ରାଣ ପ୍ରାଚୁର୍ଯ୍ୟ

ତାଳପତ୍ର ଲିପି ରେ ସଜାଡି ରହିଛି ମହାପ୍ରଭୁ ଙ୍କ କେତେ କେତେ ପୁରାଣ ,ପୋଥି ଛନ୍ଦ, ଚଉତିଶା,ଜଣାଣ ଭଜନ।

 ପାଲା, ଦାସକାଠିଆ, ଅଷ୍ଟମ ପ୍ରହରୀ, ନାମ ସଂକୀର୍ତ୍ତନ

ଏଥିରେ ରହିଛି ଓଡ଼ିଆ ର ଭକ୍ତି ନିବେଦନ

ଆମ ପରମ୍ପରା , ସଂସ୍କୃତି 

ମହନୀୟତା ରେ ପରିପୂର୍ଣ୍ଣ ଆମ ପର୍ବପର୍ବାଣି

ସୁଜଳା ,ସୁଫଳା, ଶସ୍ୟ ଶ୍ୟାମଳା ସେହି ମୋ ଓଡିଶା।


Rate this content
Log in

Similar oriya poem from Classics