ମୋ ମା
ମୋ ମା


ମା ତୁମ ଉପହାର ତୁଳନା ନାହିଁ
ଜହ୍ନ ଦେଖେ ତୁମକୁ ଲାଜେଇ ଲାଜେଇ
ତୁମେ ଅଟେ ଫୁଲ ଠାରୁ ଅଧିକ କୋମଳ
ସାଗର ଠୁ ତୁମେ ପୁଣି ଅଧିକ ଗଭୀର
ତୁମ ଲାସ୍ୟ ବଦନର ତୁଳନା ନାହିଁ
ଯିଏ ଦେଖେ ତୁମକୁ ପେଟ ପୁରେ ନାହିଁ
ସୁନ୍ଦର ତୃପ୍ତି ର ଅବସାଦ ନାହିଁ
ଯେତେ ଦେଖୁଥାଏ ତୁମକୁ ମନ ବୁଝେ ନାହିଁ
ତୁମେ ଅଟ ଫୁଲ ଠାରୁ ଅଧିକ କୋମଳ
ତୁମେ ପୁଣି ପାହାଡ଼ ଠୁ କେତେ ଯେ କୋଠର
ମା, ଶକ୍ତି ଋପିଣୀ ଦୁର୍ଗା ସାଜିଥାଅ
ମା କାଳୀ ଋପ ଧରି ପାପ ନାଶି ଥାଅ
ମା ମା ବୋଲି କେତେ ଯେ ଡାକୁଛି
ମତେ ଛାଡ଼ି ନ ଯାଅ ବିନତୀ କରୁଛି।