Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Subrat Malik

Classics Inspirational Children

4.0  

Subrat Malik

Classics Inspirational Children

ମୋ ଦେଶ ଜାତୀୟ ପିତା

ମୋ ଦେଶ ଜାତୀୟ ପିତା

1 min
242



ଅହିଂସାର ପଥେ ଚାଲି,ଆଣିଥିଲ ସ୍ୱାଧୀନତାସତ୍ୟ ଶାନ୍ତି ଦୟା କ୍ଷମା, ବିଶ୍ବେ ଦେଇଥିଲ ବାର୍ତ୍ତା ।।


ଫିରଙ୍ଗିକୁ ଆମ ଦେଶୁ, ତଡିବାକୁ ତୁମେ ଦିନେ ଫୁଙ୍କିଥିଲ ଐକ୍ୟ ମନ୍ତ୍ର, ପ୍ରତି ଦେଶବାସୀ କାନେ ।।


ସହିଥିଲ କାରାଦଣ୍ଡ, ଇଂରେଜଙ୍କ ନିଷ୍ଠୁରତା ଦେଖିଥିଲ ଅତ୍ୟାଚାର, ପୁଣି କେତେ କପଟତା ।।


ତୁମ ତ୍ୟାଗ ଅବଦାନ, ସାକ୍ଷୀ ଅଛି ଇତିହାସଭୁଲି ପାରିବନି କେବେ,ଏଇ ମୋ ଭାରତ ବର୍ଷ ।।

ଯୁଗ ପରେ ଯୁଗ ଯିବ,ରହିଥିବ ଏହି କଥା ତୁମେ ତ ମହାନ ଆତ୍ମା, ମୋ ଦେଶ ଜାତୀୟ ପିତା ।।



Rate this content
Log in