Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sagar Kumar Parida

Inspirational

5.0  

Sagar Kumar Parida

Inspirational

ମୋ ଭାଷା

ମୋ ଭାଷା

1 min
414


ଭାଷାତ ଭାଷା ଓଡ଼ିଆ ଭାଷା ମୋହରି ମାତୃଭାଷା,

ଭାରି ପ୍ରାଚୀନ ଭାରି ମହାନ୍ ଶୁଦ୍ଧ ହୀରକ କଷା।।


ଶାସ୍ତ୍ରୀୟ ଭାଷା ମୁକୁଟ ପିନ୍ଧି ସୁନ୍ଦର ତା'ର ଶିରୀ,

ସାଗର ସମ ତା' ଶବ୍ଦ କୋଷ କେତେ ଢଗଢମାଳି ।।


ଶାରଳା ,ଭଞ୍ଜ,ରାଧାନାଥଙ୍କ ଦିବ୍ୟ ରଚନା ବଳୀ

ସେନାପତିଙ୍କ ଉପନ୍ୟାସକୁ ପାରେ କି ଜାତି ଭୁଲି ? ।।


ଭାଗବତର ପ୍ରତିଟି ପଦ ପ୍ରତି ଓଡ଼ିଆ ଘରେ

ସଞ୍ଜ ସକାଳେ ଭକ୍ତିର ସ୍ରୋତ ପ୍ରବାହିତଟି କରେ ।।


ଓଡ଼ିଆ ପୁଅ ଆଜିର ଯୁଗେ ଯେତେବି ଭାଷା ଶିଖ

ନିଜ ଭାଷାର ଉନ୍ନତି କଥା ନିଇତି ମନେରଖ ।।

      


Rate this content
Log in