Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Kumar

Abstract

2  

Manas Kumar

Abstract

ମୋ ଭାରତ ର ତ୍ରିରଙ୍ଗା

ମୋ ଭାରତ ର ତ୍ରିରଙ୍ଗା

1 min
125


ବିଜୟୀ ବିଶ୍ୱ ଆମ ଏ ତ୍ରିରଙ୍ଗା ପ୍ୟାରା 

ଆମ ଏ ପତାକା ସବୁଠୁ ନିଆରା


ସବୁଠୁ ଉଚ୍ଚ ରେ ଉଡୁ ଆମ ଏ ପତାକା 

କେବେ ନ ଦେବା ଆମେ ଦେଶକୁ ଧୋକା


ଏ ଗଣତନ୍ତ୍ର ଦିବସ ରେ କରିବା ପ୍ରାର୍ଥନା 

ଆମ ଦେଶ ରୁ ଦୂର ହେବ ସବୁ ଦୁଃଖ ଆଉ ଯାତନା


Rate this content
Log in

Similar oriya poem from Abstract