Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pawan mohakul

Inspirational

4  

pawan mohakul

Inspirational

ମୋ ଭାଗ୍ୟ ଖରାପ

ମୋ ଭାଗ୍ୟ ଖରାପ

1 min
586


ଶିଳ୍ପପତି କୁହେ ମୋ ଭାଗ୍ୟ ଖରାପ

କୋଟିପତି କୁହେ ମୋ ଭାଗ୍ୟ ଖରାପ


ଧନୀ କହୁଅଛି ମୋ ଭାଗ୍ୟ ଖରାପ

ଗରିବ କହୁଛି ମୋ ଭାଗ୍ୟ ଖରାପ


ଫକୀର କହୁଛି ମୋ ଭାଗ୍ୟ ଖରାପ

ଭିକାରି କହୁଛି ମୋ ଭାଗ୍ୟ ଖରାପ


ତେଣୁ


ଭାଗ୍ୟକୁ ଦିନେ ପଚାରିଲି ମୁହିଁ

ତୁ କିଆଁ ଏତେ ଖରାପ


ସମସ୍ତଙ୍କ ଭାଗ୍ୟ ଏତେ ଖରାପ କରି ତୁ

କିଆଁ ହେଉ ଏତେ ଖରାପ..?


ଭାଗ୍ୟ କହୁଅଛି ମୁହଁକୁ ଶୁଖାଇ 

ମୁଁ ନୁହେଁ ଏତେ ଖରାପ


ଯିଏ ଯାହା କରେ ସିଏ ତାହା ପାଏ

ମିଛରେ କରନ୍ତି ଆରୋପ


ମନ ଦୁଃଖ କରି ଭାଗ୍ୟ କହିଲା

ମିଛରେ ହୁଏ ମୁଁ ଖରାପ


କେମିତି କହିବି କାହାକୁ କହିବି

କାରଣ ମୋ ଭାଗ୍ୟ ଖରାପ ।



Rate this content
Log in

Similar oriya poem from Inspirational