Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ମନ୍ଥନ-ସ୍ମୃତିର ଝରକା ଭିତରୁ;

ମନ୍ଥନ-ସ୍ମୃତିର ଝରକା ଭିତରୁ;

1 min
7.0K


ସଂଳାପ-୯୬**
 
#ମନ୍ଥନ-ସ୍ମୃତିର ଝରକା ଭିତରୁ;
 
ପ୍ରେମ ଯଦି କେବେଳ ନିଛକ ଭାଵଟି ହୁଏ
କିଛି ହସ,କିଛି ମୁହଁର ଝଲକର 
ପରି ପରିସ୍ପୁଟ ହୋଇ 
ଯଦି ଆଚ୍ଛନ୍ନ ହୋଇ ରହିଯାଏ,
କହିବି ସେ ଶୁଣିବ,ମୁଁ ଶୁଣିବି ସେ କହିଵ, 
ନୀରବତା,ଅଖଣ୍ଡ ନୀରବତାର ମଝି ଦରିଆର 
କାତ ବିହୀନ ନାଵ,ଦିଗହରା ନାବିକ,ବିଶ୍ୱାସହୀନ ସହ ଯାତ୍ରୀ
ଜୀବନର ଭିନ୍ନ ମୋଡ଼,
ବାକି ରହିଯାଏ ମନ୍ଥନ, 
କେବଳ ମନ୍ଥନ,ଅସଂଖ୍ୟ ଅମିମାଂସିତ ପ୍ରଶ୍ନ ସମୂହ----!
 
ସ୍ମୃତିର 
ସୀମିତ ଝରକା ଭିତରେ ଆଳାପିତ 
ଦୁଇଟି ହୃଦୟ କହି କହି ଚାଲି ଥାଏ ପାଖକୁ ଆସି ଯାଆରେ 
ହଜିଲା-ଖୋଜିଲା ପୁଣିଥରେ,
{ପ୍ରିୟ/ପ୍ରିୟତମା}
ଅତୀତ ମୋର---------- !!
ପ୍ରେମ-ନୁହେଁ କି ? 
ନିଚ୍ଛକ ଭାଵରୁ ଉର୍ଦ୍ଧ
{ଅନାୟତ ସ୍ୱର୍ଗ}
#ମନ୍ଥନ-
ସ୍ମୃତିର ଝରକା ଭିତରୁ--------!!!
 
©®କାଶ୍ୟପ,ରାୟଗଡା ।


Rate this content
Log in