Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsna Acharya

Abstract Classics Others

3  

Jyotsna Acharya

Abstract Classics Others

ମନୋରମ ସଂଧ୍ୟା

ମନୋରମ ସଂଧ୍ୟା

1 min
144


ଦେଖୁ ଥାନ୍ତି ବସି ଆସି

ତୋ' ରୂପ ଲାବଣ୍ଣ୍ୟ 

ସୂର୍ଯ୍ୟାସ୍ତ ର ସେହି ରକ୍ତିମ କିରଣ

ବିଛୁରିତ ଚ଼ଉପାଟୀ

ପାଣି ଓ ପବନ।


ମୃଦୁ ମୃଦୁ ଶୀତଳ ପବନ

ଭିନ୍ନ ଭିନ୍ନ ପୋଷାକ 

ଅଭିନ୍ନ ସେ ମନ

ଦେଖୁଥାଏ ଆହାଃ ଦୃଶ୍ୟ 

ନୟନ ଯୁଗଳ।


ବାଲୁକା ତଟ୍ଟ ପୁଣି ଜନ ସମାଗମ 

ଉଚ୍ଚା ଉଚ୍ଚା ଘର

ସଂଗେ ଲାଗିଛି ଗଗନ

ଥକା ମନ ସୁନ୍ଦର

ଦେଖି ତୋ ରୂପ ବାତାବରଣ।


ଭିନ୍ନ ଭିନ୍ନ ଖାଦ୍ୟ 

ସୁସ୍ବାଦୁ ବ୍ୟଞ୍ଜନ

ସଂଗେ ଫଟୋ ଆକର୍ଷ

ସୁନ୍ଦର ମନୋରମ

ସୃତି ସତେ ଆନନ୍ଦ ରମଣ।


Rate this content
Log in

Similar oriya poem from Abstract