Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ମଣି

ମଣି

1 min
149



କିଏ ଡାକୁ ଥାଏ     ତୋତେ ନୀଳମଣି

     କିଏ ଡାକେ କଳାମଣି

କିଏ ଧରି କୋଳେ     ପାଗଳ ପରାଏ

     କହୁଥାଏ ଧନମଣି

  ତୁ ତ ,ସବୁରି ମଉଡ ମଣି  ।


ମଣି ମୁକୁତାରେ     ନାନା ରତନରେ

     ସଜେଇ ହେଉ ତୁ ଜାଣି

ସେଥିପାଇଁ ତୋତେ   ଡାକନ୍ତି ଭକତେ

      ରତନେ ରତନ ମଣି

ଚକା ନୟନରେ     ନୟନ ମିଶିଲେ

      ନୟନେ ନୟନମଣି ।


ଆଖିରେ ଆଖିରେ    ଭାବ ଲଗାଉରେ

     ଶ୍ରୀ କ୍ଷେତ୍ରେ ଶ୍ରୀ କ୍ଷେତ୍ରମଣି

ଭାବ ବିହ୍ଵଳିତ        ହୁଅନ୍ତି ଭକତ

     ହୃଦୟେ ହୃଦୟ ମଣି

ତୋ ଗୁଣ ମହିମା     ଅଟେ ଅକଳନା

      ସର୍ବ ଗୁଣେ ଗୁଣମଣି ।



Rate this content
Log in