Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswajit Sahoo

Others

3  

Biswajit Sahoo

Others

ମନକଥା

ମନକଥା

1 min
151


ବେଳେ ବେଳେ ଭାବେ କବିତା ଲେଖିବି,

ଲେଖିବି କାହାରି ନାମେ,

ଏହି ପରି କେତେ ଛୋଟ ଛୋଟ ପ୍ରଶ୍ନ,

ଉଙ୍କି ମାରେ ମୋର ମନେ।


ନିଷ୍ଫଳ ଜୀବନ ନାହିଁ ପ୍ରୟୋଜନ,

ନାହିଁ ତ କୋୖଣସି ମୂଲ୍ୟ,

କିପରି ହେବି ମୁଁ ସାହିତ୍ୟିକଟିଏ,

ନାହିଁ ଗୁଣ ତାର ତୁଲ୍ୟ।


ମନରେ ମୋହର କେତେ ଆଶା ଅଛି,

କବିଟିଏ ହେବି ମୁହିଁ,

କଲମ ଚାଳନା ନିଶ୍ଚୟ କରିବି,

ସବୁ ପ୍ରତିବାଦ ସହି।


Rate this content
Log in