Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Tankadhar Majhi

Inspirational


4.3  

Tankadhar Majhi

Inspirational


ମିଠା କଥା

ମିଠା କଥା

1 min 241 1 min 241


ଓଠର ମୁରୁକି ହସରେ ଝରିପଡେ

ମିଠା ମିଠା କଥାର ପ୍ରେମଧାରା

ସେଇ ଧାରାରେ ଭିଜିଯାଏ ହୃଦୟ

କାର୍ଯ୍ୟର ବୋଝ ହାଲକା ହୋଇଯାଏ

କେଉଁ ଏକ ଅଜଣା କଥାର ଔଷଧରେ

ନାନା ଧାରଣା ଭୁଲି ସୁଖ ଖୋଜେ ମନ

ସୁଖ ଯେ ମିଠା କଥାରେ ଭର୍ତ୍ତି ଅଛି 

ସେ କଥା ଅନୁଭବ କରେ ହୃଦୟ ପୃଥିବୀ

ଉନ୍ମତ୍ତ ଅଶାନ୍ତ ବେଦନାରୁ ଆରାମ ପାଏ

ଜଘନ୍ୟ ଛାନ୍ଦରୁ ଉଧାର ହୁଏ ଚିନ୍ତା

ହଜାରେ ଉତ୍ସାହ ସୃଷ୍ଟି ହୁଏ ମନରେ

ଅନ୍ୟ ଏକ ପୃଥିବୀର ଉତ୍ସୁକତା ଯୋଗାଏ

ଅଧରରୁ ଝରୁଥିବା ନିସୃତ ଝରଣା

ପ୍ରକୃତିର ଅଭିଳାଷରେ ଧିରେ ମିଶିଯାଏ ।


Rate this content
Log in

More oriya poem from Tankadhar Majhi

Similar oriya poem from Inspirational