End of Summer Sale for children. Apply code SUMM100 at checkout!
End of Summer Sale for children. Apply code SUMM100 at checkout!

Nayak Akshaya raazhasti

Tragedy


2  

Nayak Akshaya raazhasti

Tragedy


ମିଛ ଫୁଲ

ମିଛ ଫୁଲ

1 min 21 1 min 21

କାହିଁକି ଏ ମିଥ୍ୟା ପ୍ରତିଶୃତି?

ନିରୀହ ମନ କୁ ଭୁଆଁ ବୁଲେଇ ଦେଇ

ଆଜୀବନ ସମ୍ପର୍କ ର ସୂତା ଖଣ୍ଡେ ବାନ୍ଧି ଦେବାକୁ

 ସେଇ ବିଶ୍ୱାସ ଭରଷା ର ଫେଣ୍ଟା ଫେଣ୍ଟି ତରକାରୀ 

ଭାବ ଲବଣ ରେ ସୁସ୍ୱାଦୁ ପାରିବ କି କରି ?? 

ପରିବର୍ତ୍ତନ ଶିଳ ଦୁନିଆଁ ରେ

ପ୍ରୀତି କାହାଣୀ କୁ ପୂରବାଭିମୁଖୀ କରି

ସୁନେଲି ଭବିଷ୍ୟତର ରୂପରେଖ

ଦେଇ ପାରିବ ତ ?

ଖାସ୍ ସେଇ କଥା ଭାବି ଭାବି 

ଆଠଗଣ୍ଠିମାନଙ୍କ ମାନଙ୍କ ଭିତରେ

ବେଳ ବୁଡ଼ିଆ ସଭା ରେ ଆଲୋଚ୍ୟ ବିଷୟ ହୁଏ

ତାର ହାତଗଣ୍ଠି ସତ ସତି କା ନା, ମିଛ ମିଛିକl

ନିର୍ଣ୍ଣୟ କରୁଥିବା ବେଳେ

ମଶାଣି ଫୁଲ ଝଡି ଯାଏ ଅକାଳରେ

ଘୃଣା କରେ ଆଗାମୀ ପ୍ରୀତି ସକାଳକୁ

ସମ୍ପର୍କର ଉତ୍ତର ଦାୟୀଟିଏ ହୋଇ ।



Rate this content
Log in

More oriya poem from Nayak Akshaya raazhasti

Similar oriya poem from Tragedy