Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DAYANIDHI BAGARTEE

Romance

4.2  

DAYANIDHI BAGARTEE

Romance

ମିଛ ଆଶା

ମିଛ ଆଶା

1 min
70


ମନରେ ଏକ ଆଶା ଦେଇ

ଗୋଲାପୀ ସଲୱାର୍ ରେ ସଜେଇ ହୋଇ

           ଫୋଟୋଟେ ଦେବି କହିଥିଲ

ତିନିଦିନ ବିତିଗଲା 

ଫଟୋ ପାଇବା ଆଶା ମଉଳିଲା

          ମିଛ ହେଲା ସିନା କଥା ରଖି ନ ପାରିଲ। 

ଜବରଦସ୍ତି ଫଟୋ ମାଗିବିନି

ଦେଲନି କାହିଁକି କହିବିନି

          ମାନୁଛି ଭୁଲିଯାଇଥିବ ତୁମେ

ବନ୍ଧୁ ବୋଲି ଯଦି ଭବୁଥିବ

ମନର ଭାବନାକୁ ଯଦି ବୁଝିଥିବ

          କାରଣ ଦର୍ଶାଇବ ତୁମେ। 

ହୃଦୟ ମୋର ସର୍ବଦା ଖୋଲା

ହୃଦୟର ଭାଷାକୁ ମନ କରେ ଢିଲା

          ଭାବନାକୁ ସଦା ପ୍ରକାଶ କରେ। 

ଏ ପୁଣି ବନ୍ଧୁତ୍ଵର ଭାବନା

ଯା ପାଇଁ ଏତିକି କାମନା

    ହେ ପ୍ରିୟା ବୁଝିଯାଅ ସେ ଭାବନାକୁ ଥରେ। 



Rate this content
Log in

Similar oriya poem from Romance