Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Akshayakumar Dash

Inspirational Children


2  

Akshayakumar Dash

Inspirational Children


ମଧୁର ବଚନ

ମଧୁର ବଚନ

1 min 114 1 min 114

ମୁଖ ତୋ ସୁନ୍ଦର ସରଳ ମଧୁର ଭାଷା

କରମ ସୁନ୍ଦର ନହୋଇଲେ ଲୋକ ହସା ।

ହାତ ତୋ ସୁନ୍ଦର କରୁଥିବ କିଛି ଦାନ

ଜୀବନ ସୁନ୍ଦର ନରଖିଲେ ଅଭିମାନ ।

ପାଦ ତୋ ସୁନ୍ଦର ଚାଲୁଥିବ ସତପଥେ

ସରବ ସୁନ୍ଦର ବସିଲେ ଧରମ ରଥେ ।

ବିବେକ ସୁନ୍ଦର ନିଜକୁ ସବୁରେ ଯୋଗ

ଶରୀର ସୁନ୍ଦର ନାହିଁ କରୁଥିବ ଭୋଗ ।

ନୟନ ସୁନ୍ଦର ପଢୁଥିଲେ ଯେତେ ବହି

ଚିରସୁନ୍ଦରସେ ଗୁଣ ମହାକାଏ ମହୀ ।


Rate this content
Log in

More oriya poem from Akshayakumar Dash

Similar oriya poem from Inspirational