Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NAGENDRA KUMAR ROUT

Abstract

5.0  

NAGENDRA KUMAR ROUT

Abstract

ମାୟା

ମାୟା

1 min
133


ସରି ଆସୁଅଛି

ଜୀବନର ଆୟୁ

ଶରୀରଟା ବଳହୀନ

ଯେତେ ଅରଜିଛୁ

ନେଇକି ପାରିବୁ

ପାପରୁ ଛଡା ତୋ ମନ

ମାୟାଟା ତ ଖାଲି 

ବାୟା କରୁଅଛି

ଦିନ ରାତି ମାନେ ନାହିଁ

ମୋର ମୋର କହି

ସବୁ ଆଦରିଛୁ

ସାଥେ ନ ଯିବେଟି କେହି

ବୁଝିବି ବୁଝୁନୁ 

ବୁଝାଉ ତୁ ଖାଲି

ଅନ୍ୟେ ଉପଦେଶ ଦେଇ

କହିଲୁ କେତେ ତୁ 

ପାଳନ କରୁଛୁ

ଛାତିରେ ତୁ ହାତ ଦେଇ

ଜଞାଳ ଜ୍ୱ।ଳାରେ 

ଜଳୁ ଅହରହ

ତଥାପି ଖୋଜିନୁ ବାଟ

ଦିନ ସରିଗଲେ

ବାଟ କି ପାଇବୁ

କାହିଁ ହେବୁ ଛଟପଟ

କରି ତୁ ଶ୍ମରଣ

ଯା ତୁ ସରଣ

ପାଇବୁଟି ଯେବେ ରାହା

ଡେରି କରିଦେଲେ

ପଥ ହୁଡି ଯିବୁ

ନ କରିବେ କେହି ଆହା


       


Rate this content
Log in

Similar oriya poem from Abstract