Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Classics Inspirational Children

3  

Prabhati Mahapatra

Classics Inspirational Children

ମାଟିର ସନ୍ତାନ

ମାଟିର ସନ୍ତାନ

1 min
193



ମୋ ଦେଶର ମାନ ମୋ ଦେଶର ଧର୍ମ

ଏହା ଠାରୁ ବଳି କିଏ

ମଧୁର ତା ଭାଷା   ମଧୁର ତା ପାଣି

ମୃଦୁ ପବନରେ ମୋହେ ।


ପରକୁ କରେ ସେ   ଅତି ଆପଣାର

ସହେ ନାହିଁ ଅତ୍ୟାଚାର

ବିପଦକୁ ସିଏ     ଛାତିକୁ ଦେଖାଏ

ମନେ ରଖି ଉପକାର ।


ମାଟି ମା" ପାଇଁ    ରୁଧିର ବୁହାଇ

ଦେଶକୁ କଲା ସେ ମୁକ୍ତି

ଦେଖ ଦେଖ ଭାଇ ଏ ଦେଶ ବୀରର

କେଉଁ ଭଳି ତା'ର କାନ୍ତି ।


ଶୀତ କାକରକୁ   ଭୃକ୍ଷେପ କରେନା

କାନ୍ଧରେ ବନ୍ଧୁକ ଧରି

ସୀମା ପ୍ରାନ୍ତେ ସତେ କାନ୍ଥ ପରି ଛିଡା

ବଇରି ଗର୍ବକୁ ମାରି ।


ସକଳେ ଗରବ   କରିବା ଚାଲରେ

ଏ ଭଳି ସନ୍ତାନ ପାଇ

ଦେଶ ମାତୃ ରକ୍ଷା  ଯାହାର କର୍ତ୍ତବ୍ୟ 

ତା ପଥ ରହିବା ଚାହିଁ ।



Rate this content
Log in

Similar oriya poem from Classics