Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Action Inspirational Children

4.0  

Akshayakumar Dash

Action Inspirational Children

ମାଠିଆ

ମାଠିଆ

1 min
187



ମାଠିଆକୁ ପ୍ରଶ୍ନ ପଚାରେ ହଣ୍ଡା

ତୋ'ଜଳପିଇଲେ ଲାଗଇ ଥଣ୍ଡା ।


ଶୀତକିବରଷାଖରାରେ ଆଣି

ମନ ଶାନ୍ତି ଦିଏ ସୁରେଇ ପାଣି ।


ବାଲିଟି,ଡେକିଚି,ଢାଳ କି ଗରା

ସେଥିରେ ପାଣିକୁ ରଖିଲେ ଭରା ।


ଖରାରେ ଗରମ ଲାଗଇ ଜଳ

ତାତିଯାଆନ୍ତି ସେ'ଦେଖାନ୍ତି ବଳ ।


ପାଣିଟାଙ୍କି ପୁଣି କୁଣ୍ଡ କି କଳ 

ଗିନାକିତାଟିଆ ଗିଲାସ ଦଳ ।


ବାସନକୁସୁନ ଖରାରେ ତାତି

ରାଗରେ ଜଳନ୍ତି ସଭିଏ ମାତି ।


ମାଠିଆ ଛୁଇଁଲେ ହାତକୁ ସଦା

ଶୀତଳ ଲାଗୁଛ କିପରି ବତା ।


ପଙ୍କରୁ ଆସିଛି ପଙ୍କର ଘଟ

 ଥଣ୍ଡା ଦେଉଥିବି ନକରି ହଟ ।


ଦିନେ ସେଇ ପଙ୍କେ ମିସିବି ବୋଲି

ଦେବିନି କସଣ କହୁଛି ଖୋଲି ।


Rate this content
Log in

Similar oriya poem from Action