Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Madhumita Mishra

Inspirational

4  

Madhumita Mishra

Inspirational

ମାଣବସା

ମାଣବସା

1 min
261


ଅରୁଆ ଚାଉଳ ଝୋଟି

ବିରି ମୁଗ ଦିଅ ବାଟି

ମାଣବସା ଗୁରୁବାର ଆସିଲା

ପାହିଲା ବୁଧର ରାତି ।


ଲକ୍ଷ୍ମୀ ପାଦ ପଦ୍ମ ଆଙ୍କି

ଧାନ ମୁଗ ବିରି ରଖି

ତିଆରି କରିବା ଖଟୁଲି ବସେଇ

ଗୁରୁଜନଙ୍କଠୁ ଶିଖି ।


ଓଡ଼ିଆ ଜାତିର ମାନ

ବାର ମାସେ ତେର ପର୍ବ

ମାର୍ଗଶିର ମାସ ପୁଣ୍ୟ ଅର୍ଜିଥାଏ

କମଳିନୀ ଆମ ଗର୍ବ।


Rate this content
Log in