Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Reeta aparajeeta Mohanty

Comedy

4.0  

Reeta aparajeeta Mohanty

Comedy

ମାନିବାକୁ ଇଛା ହୁଏ

ମାନିବାକୁ ଇଛା ହୁଏ

1 min
185



ଆଜି ବି ମାନିବାକୁ ଇଛା ହୁଏ

ସାଙ୍ଗ ସାଥୀ ମେଳରେ 

ଦେଇଥିବା କଥା ସବୁ ।

ହେଲେ ସେ ସବୁ କଥା 

ଶୁଖିଲା ପତ୍ର ପରି ଉଡିଗଲାଣି

ଆଜି ବି ମାନିବାକୁ ମନ କୁହେ

ବୋଉର ପ୍ରତିଟି ଆକଟ ।

ବୋଉର ପ୍ରତି ଟି ବାରଣ।

ମାନିବାକୁ ଇଛା ହୁଏ 

ପ୍ରେମିକା ର ମିଠା ଅଳୀ

ହେଲେ ସେଦିନ ବି ଆଉ କାହିଁ

ଯେ ......।

ଶ୍ରୀମତୀ ଆମ କମ ନୁହଁନ୍ତି

ଇଛାଥାଉ କି ନଥାଉ 

ତାଙ୍କ କଥା ସବୁବେଳେ 

ମାନିବାକୁ ହୁଏ ଘର ମହାଭାରତ 

ବନ୍ଦ ପାଇଁ ।

ମୁଁ ସବୁବେଳେ ଚୁକ୍ତିପତ୍ର 

ଘୋଷିଥାଏ

ସବୁ ଦୋଷ ମୋର ସବୁ ଭୁଲ ମୋର

ଜାଣେନି ଆଉ କଣ ମାନିବାକୁ ଇଛା ହୁଏ।

ଜୀବନ ଏମିତି ସବୁବେଳେ ନିଜ 

ମନର କିଛି କରି ହୁଏନି ।


Rate this content
Log in

Similar oriya poem from Comedy