Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

3  

Bijaya Kumar Swain

Inspirational

ମାଆ

ମାଆ

1 min
363



ପୁଣ୍ୟ ପ୍ରଭାତରେ 

ସ୍ୱଚ୍ଛ ମନ ନେଇ

ମାଆ ତୋ ଚରଣେ ବନ୍ଦେ

ମାତା ଭଗବତୀ

ତୁ ମୋ ଗତି ମୁକ୍ତି

ଭକତି ପୁଷ୍ପ ଅରପେ।


ଶାରଦା ବରଦେ ଦେବୀ ଅନ୍ନପୂର୍ଣ୍ଣା

ଜନନୀ ମଙ୍ଗଳ ମୟି

ଅଶାନ୍ତ ମନରେ ଶାନ୍ତି ଭର ମାଆ

ବରଦା କରୁଣାମୟୀ

ମହିସାମର୍ଦ୍ଧିନୀ ସତ୍ୟ ସନା ତନି

ଚରଣ କମଳେ ବନ୍ଦେ।

ଭକତି ପୁଷ୍ପ..... ।


Rate this content
Log in