Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manoj Maharana

Inspirational

2  

Manoj Maharana

Inspirational

ମାଆ

ମାଆ

1 min
162


ମାଆ!,

ଯାହାର ଉଚ୍ଚାରଣରେ

ଉଲ୍ଲାସିତ ଆତ୍ମା,ପ୍ରାଣ,ମନ ।


ମାଆ!

ଯାହାର ପଣତକାନିରେ

ପରିପୂର୍ଣ୍ଣ ସୁଖ,ଶାନ୍ତି,ପୂଣ୍ୟ ।


ମାଆ!,

ଯାହାର ଭଲପାଇବାରେ

ତୁଚ୍ଛ ଲାଗେ ଏ ଦୁନିଆଁ, ନିର୍ବାଣ ।


ମାଆ!,

ଯାହାର ଅମୃତ ପିଇ

ଆଜି ଚାଲେ ମାେ ନିଶ୍ୱାସ ପ୍ରଶ୍ୱାସ ।


ମାଆ!,

ଯାହାର ସ୍ପର୍ଶରେ

ଗରଳ ପାଲଟି ଯାଏ ପୀୟୂଷ ।


ତା' ଠାରୁ ଆଉ ଏ ଦୁନିଆରେ

କିଏ ବା ମାେ ଅତି ନିଜସ୍ବ !!



Rate this content
Log in

Similar oriya poem from Inspirational