Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DR SAMIR RANJAN BEHERA

Abstract Inspirational

3  

DR SAMIR RANJAN BEHERA

Abstract Inspirational

ମାଆ ଯେ ଅଭିନ୍ନ

ମାଆ ଯେ ଅଭିନ୍ନ

1 min
205


ମା !

ଯେ ଦୁଃଖରେ ବି ସୁଖରେ ବି

ଯେ ସ୍ୱପ୍ନରେ ବି ବାସ୍ତବତା ରେ ବି

ଯିଏ ରେ ବି ଜାଗ୍ରତ ରେ ବି

ଯିଏ ରେ ବି ଆଉ ଆପଦ ରେ

ସେ ଏକ ଅବତାରୀ

ସର୍ବଂଶହା ର ଶାନ୍ତ କମନୀୟ ର

ତ୍ୟାଗ ନିସ୍ଵାର୍ଥପର ର

ଯିଏ ଖାଲି ଭାବିଚାଲେ ଅନ୍ୟ ପାଇଁ

ନିଜ କୁ  ବଳି ଦିଏ 

କଣ୍ଟା ର ରାସ୍ତାରେ ରେ ସେ ପାଦ ଦିଏ  ll


ମା !

ଯିଏ  ଅସମ୍ଭବ ଦୁନିଆ ରେ

ଖୋଜିଥାଏ  ଆଶାର ଆଲୋକ,

ଜୀବନ ଯୁଦ୍ଧ ଲଢୁଥାଏ

ଦେଖିବାକୁ ତା ସନ୍ତାନ ମୁହଁ ର

ହସ ଉଲ୍ଲାସ ଆଉ ସୁଖ,

ସନ୍ତାନ ପାଇଁ କଟିଯାଏ

 ତା ଜୀବନ ର ପରିମାପ ll


ମା !

ଯାହାକୁ ଯେତେ ଧନ୍ୟବାଦ ଦେଲେ

ଯେତେ କୃତଜ୍ଞତା ଦେଲେ

କମ ପଡିବ 

ମା ର ସ୍ନେହ ମା ର କର୍ମ

ଅମୁଲ ମୁଲ ବାବୁ

ଏ ମର୍ତ୍ୟ ମଣ୍ଡଳରେ କିଏ ବା 

ତାର ତୁଳନା କରିବ ll


ମା !

ଏ ସମାଜ ପାଇଁ ଏକ ବରଦାନ

ଯାହା ସବୁବେଳେ ଶ୍ରେଷ୍ଠ ମାନ

ଯେ ପାଏ ସେ ଭାଗ୍ୟବାନ

ତା ଅନୁଭବ ତା ସପନ 

ତା ଜୀବନ ଅଟେ ତା ସନ୍ତାନ

ସେ ପରା ମା 

ସେ ଅଟେ ଅନନ୍ୟ ଅଭିନ୍ନ 

କେବେ ବି ଧୋକା ନ ଦେବ

ରେ ବାବୁ ଧନ

ସେ ମାଆ ର ମନ ll





Rate this content
Log in