Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Babita Rath Sahu

Inspirational

4.7  

Babita Rath Sahu

Inspirational

ମା

ମା

1 min
306



ସେ ଶବ୍ଦର ତରଙ୍ଗ

ଲହରୀ ଭିତରୁ ଯେଉଁ

ଶିହରଣ ଗୁଞ୍ଜରି ଉଠେ

ତା ଡାକରେ ‌‌ହୃଦୟ‌ ଭିତରୁ

ମମତାର ସୁର ଜାଗି ଉଠେ

ସେ ମୋର ମମତାମୟୀ ମା

ତା କୋଳର ସ୍ପର୍ଶରେ

ସବୁ ଦୁଃଖ ଝଡଝଞ୍ଜା ଅପସରି ଯାଏ

ଜୀବନର ମୂଲ୍ୟବୋଧ ଚେତେଇ ଦିିଏ

ନିଶ୍ଵ୍ୱାାଥ ତ୍ୟାଗ ର ଅଟେ ସେ ରୂୂପ

ତା ଜୀବନର ମୂଲ୍ୟ ଦେଇ ପାରିିବିିନି

ସେ ମୋର ପଥର ମାର୍ଗଦର୍ଶୀତା

ମୋ ଜୀବନର ଦ୍ଵିତୀୟ ଈଶ୍ୱର

ସେ ମୋର ମା।



Rate this content
Log in

More oriya poem from Babita Rath Sahu

ମା

ମା

1 min read

Similar oriya poem from Inspirational