ମା ତୋ ପାଇଁ
ମା ତୋ ପାଇଁ
ମା ତୋ ଋଣ କିଏ ସୁଝି ପାରିବ
ତୋ ଗୁଣ ମା କିଏ ଗାଇ ପାରିବ
ମା ତୋ ହୃଦୟ ମମତାର ସାଗର
ମା ହାତ ରନ୍ଧା ଅମୃତ ସବୁ ସନ୍ତାନର
ଦସ ମାସ ଦସ ଦିନ ଧରି ଗର୍ଭ ରେ ରଖିଲୁ
କେତେ କଷ୍ଟ ସହି ପାଳି ପୋଷି ମଣିଷ କଲୁ
ମା ତୋ ପଣତ ଆମ ପାଇଁ ସରଗ ପୁର
ସବୁ ଦୁଃଖ ଅପସାରି ଯାଏ ପାଖେ ତୁ ଥିଲେଆମର
ମା ନାମ ତୋର କେତେ ମଧୁର ଧରା ଧାମରେ
ତୁ ଥିଲେ ସବୁ ସୁଖ ମିଳେ କ୍ଷଣିକ ଜୀବନରେ ।