Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Classics

3  

Ansuman Swain

Classics

ମା'ତାରିଣୀ

ମା'ତାରିଣୀ

1 min
177


      


ଶ୍ରଦ୍ଧାର ପୁଷ୍ପ ମୁଁ ଦେଲି ଦୁଃଖ ହାରିଣୀ     

ବୁଦ୍ଧି ,ଜ୍ଞାନ ଦିଅ ମୋତେ ମା'ତାରିଣୀ

ସନ୍ଧ୍ୟା ଦୀପ ଜଳାଇଲି 

       ଘଟଗାଁ ରାଣୀ 

ସବୁ ଜନ୍ମେ ହୋଇ ରୁହ 

       ମୋର ଜନନୀ ।


ମାଟି ଘୋଡା ଟେକି ଦେଲି

      ବିପଦଭଞ୍ଜନୀ

ସୁଖେ ,ଦୁଃଖ ସାହା ହୁଅ 

      ଘଟଗାଁ ବାସିନୀ ।


ଶ୍ରଦ୍ଧାର ପୁଷ୍ପ ମୁଁ ଦେଲି ଦୁଖଃ ହାରିଣୀ

          ବୁଦ୍ଧି ,ଜ୍ଞାନ ଦିଅ ମୋତେ ମା'ତାରିଣୀ.....


ଅଙ୍ଗେ ତୋର ଛାଇ ଦେଲି

       ପାଟ ଓଢଣୀ  

 ଯାତ୍ରା ବେଳେ ସାହା ହୁଅ

        ମନ୍ଦାର ରାଣୀ ।


ନଡ଼ିଆ ମୁଁ ଟେକି ଦେଲି 

      ନଡ଼ିଆ ରଙ୍କୁଣୀ   

ତୋର କୃପା ସଦା ଥାଉ

      ଝଙ୍କଡ଼ ବାଶିନୀ ।

ଶ୍ରଦ୍ଧାର ପୁଷ୍ପ ମୁଁ ଦେଲି ଦୁଖଃ ହାରିଣୀ

          ବୁଦ୍ଧି ,ଜ୍ଞାନ ଦିଅ ମୋତେ ମା'ତାରିଣୀ......।

  



Rate this content
Log in