Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ମା ଶୈଳ ପୁତ୍ରି

ମା ଶୈଳ ପୁତ୍ରି

1 min
428



ନମସ୍ତେ ନମସ୍ତେ ମା ଗୋ ଜଗତ ଜନନୀ

ଜୟ ଶୈଳ ପୁତ୍ରି ହିମାଳୟ ନନ୍ଦିନୀ ।


ନବ ରାତ୍ରି ରେ ତୁମକୁ କରୁଛି ପ୍ରାର୍ଥନା

ସବୁ ଦୁଃଖ ହରିବ କରୁଛି ଅର୍ଚ୍ଚନା ।


ତୁମରି ପ୍ରଥମ ରୂପ ଅତୀବ ସୁନ୍ଦର

ତ୍ରିଶୁଳ ଧାରିଣୀ ମା ତୁମ କୃପା ଅପାର ।


ବୃଷଭ କୁ ତୁମେ ବାହନ କରିଛ

ଜଗତ ବାସି ଙ୍କ ଦୁଃଖ ହରଣ କରୁଛ ।


ତୁମରି ଚରଣେ ମୁ ଯେ କରୁଛି ବନ୍ଦନା

ଯାହା ମୁଁ ପାଇଛି ତୁମରି କରୁଣା ।



Rate this content
Log in

Similar oriya poem from Inspirational