Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract Fantasy

4.6  

kahnu charan sahu

Abstract Fantasy

ଲୁଣ୍ଠିତ ମନ

ଲୁଣ୍ଠିତ ମନ

1 min
373



ଜୀବନ ପଥର ଯୌବନିକା ଠାରେ

ଯେବେ ରହିଯାଏ ମନ

ଜୀବନର ସ୍ୱାଦ କେବେ ମଧୁମୟ

ଆଉକେବେ ପ୍ରାଣହୀନ ।


ରୂପସୀ କଳିକା ଯେବେହୁଏ ଦେଖା

ଲୁଣ୍ଠିତ ହୁଅଇ ମନ

ହୃଦ ଆଭିଜାତ୍ୟ ବିଖଣ୍ଡିତ ହୁଏ

ଦିବସେ ଦିଶଇ ଜହ୍ନ ।


ଚଞ୍ଚଳ ଶରୀର ଅଚଳ ପରାଏ

ସ୍ଥିରହେଇ ରହିଯାଏ

ଦୁନିଆ ଆଗରେ ଦୋଷୀଟିଏ ହୋଇ

ପ୍ରେମପ୍ରୀତି ଝୁରିହୁଏ ।।


Rate this content
Log in