Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chikun Panda

Abstract Tragedy Action

3  

Chikun Panda

Abstract Tragedy Action

ଲୁହ

ଲୁହ

1 min
266


ଛାତି ଭିତରେ ଜଳୁଥିବା ନିଆଁଟା

ଅସହ୍ୟ ହେଲେ

ଝରି ପଡେ ଦୁଇ ଟୋପା ଲୁହ ।

ବିଶ୍ୱାସରେ କେହି ବିଷ ଦେଲେ

ଝରି ପଡେ ଦୁଇ ଟୋପା ଲୁହ ।

ହୃଦୟକୁ କେହି ଭାଙ୍ଗି ଦେଲେ

ଝରି ପଡେ ଦୁଇ ଟୋପା ଲୁହ ।

ପାଇ ଥିବା ଅପମାନର କ୍ରୋଧ 

ଅସହ୍ୟ ହେଲେ,

ଝରି ପଡେ ଦୁଇ ଟୋପା ଲୁହ ।

"ଲୁହ" ଭଲ ବନ୍ଧୁଟିଏ

କେବେ ବି ଧୋକା ଦିଏନି ।

ବେଳେ ବେଳେ ଅତି ଖୁସିରେ

ଅଜାଣତେ ଝରିପଡେ ଦୁଇଟୋପା ଲୁହ ।

ଦିନେ ନାରୀ ଲୁହ ଧ୍ଵଂସ କରି ଥିଲା କୁରୁ ବଂଶ

ଲୁହ ଶକ୍ତିଶାଳୀ ଅସ୍ତ୍ରଟିଏ ବି ହେଇପାରେ ।

ଆତ୍ମୀୟଙ୍କ ଅନ୍ତିମ ଯାତ୍ରାରେ

ଝରିପଡେ ଦୁଇ ଟୋପା ଲୁହ ।

ଲୁହର ଶେଷ ନାହିଁ

ଏମିତି ବହୁ ଥିବ କାହାର ନା ' କାହା ଆଖିରୁ ।



Rate this content
Log in

Similar oriya poem from Abstract