Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Liza Senapati

Abstract

3  

Liza Senapati

Abstract

ଲୁହ

ଲୁହ

1 min
135


ମାଗିଦେଲେ ଯଦି ମିଳି ଯାଉଥାନ୍ତା,

ଏଇ ଜୀବନ,

ତେବେ ଏ ସଂଘର୍ଷ କାହିଁକି।

ଜୀବନର ଯଦି ଥାନ୍ତା କିଛି ଲକ୍ଷ୍ୟ

ତେବେ ବାଟୋଇ ବାଟ ହରା କାହିଁକି,

ନିଜ ଇଚ୍ଛାରେ ଜିଇଁ ହୁଅନ୍ତା,

ତେବେ ଏ ପରାଧୀନ ଶବ୍ଦ କାହିଁକି।

ନିଜ ଖୁସିକୁ ଯଦି କିଣିହୁଅନ୍ତା ,

ତେବେ ଆଖିରେ ଲୁହ କାହିଁକି।


Rate this content
Log in

Similar oriya poem from Abstract