Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudipta Behera

Abstract

3.4  

Sudipta Behera

Abstract

ଲୁହ ଭିଜା ଚିଠି

ଲୁହ ଭିଜା ଚିଠି

1 min
11.7K


ଶ୍ରାବଣ ର ଅସରା ଅସରା ବର୍ଷା

ଭିଜା ଭିଜା ମାଟି

ଭିଜା ମାଟିର ବାସ୍ନା

ନିଶ୍ଵାସ ର ପ୍ରତି ଟି ତଂତ୍ରୀ

ହଲଚଲ କରେ ହୃଦୟ କୁ

ଭିଜା ଏ ମନକୁ

ମନେ ପଡ... ସେଦିନ

ଭେଟି ଥିଲି ତୋତେ ଯେଉଁ ଦିନ

ସମୟ ତ ଯାଇଛି ବଦଳି

କିନ୍ତୁ ମନ...

ସବୁ ବର୍ଷ ଭଳି

ଶ୍ରାବଣ ବି ଆସେ

ଝରି ଯାଏ....

ଆଉ ଝରା ଏ ବି

ଆଖିରୁ ଶ୍ରାବଣୀ

ଚିଠି ସବୁ ଭିଜି ଯାଏ ଲୁହେ I


Rate this content
Log in

Similar oriya poem from Abstract