STORYMIRROR

Satyaprakash Sethy, M. A(UGC NET)

Others

3  

Satyaprakash Sethy, M. A(UGC NET)

Others

ଲତା - ବୃକ୍ଷ

ଲତା - ବୃକ୍ଷ

1 min
209


ଲତା କୁଞ୍ଜ ସବୁ ଲୋଡନ୍ତି ସାହାରା

ଅନ୍ୟର ଭରସେ ଜିଏଁ

ବୃକ୍ଷ ଆଦି କିନ୍ତୁ ସ୍ଵନିର୍ଭରଶୀଳ

ମୁଣ୍ଡ ଟେକି ଠିଆ ହୁଏ ।।

ନିଜ ଭରସାରେ ଜିଉଁ ଥିବା ଲୋକ

ଆତ୍ମ ନିର୍ଭରଟି କହେ

ପରର ସାହାରା ନେଉଥିବା ଲୋକ

ପରାଙ୍ଗପୃଷ୍ଠ କି ନୁହେଁ ?


Rate this content
Log in